ମଣିପୁରରେ ବିବାହ କରିବା ପରେ ଭୋଜି ପ୍ରସ୍ତୁତି ପାଇଁ ପତ୍ନୀଙ୍କ ସହ ମୁମ୍ବାଇ ଫେରିଆସିଲେ ରଣଦୀପ ହୁଡ୍ଡା

ମୁମ୍ବାଇ: ନଭେମ୍ବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା।  ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ମଣିପୁରରେ ବିବାହ କରିଛନ୍ତି

Read more