ନାଇଟ୍ କ୍ଲବରେ ବିସ୍ଫୋରଣ, ୩୧ ଗୁରୁତର

ନୂଆଦିଲ୍ଲୀ ୦୩/୦୪: ଆଜାରବୈଜାନର ରାଜଧାନୀ ବାକୁରେ ଏକ ନାଇଟ୍ କ୍ଲବରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ହୋଇଛନ୍ତି ।

Read more