ମଦୁଆ, ଅସାମାଜିକଙ୍କୁ ସାବାଡ୍ ପାଇଁ କମିସନରେଟ୍‌ ପୁଲିସ୍‌ର ନାଇଟ ପାଟ୍ରୋଲିଂ, ୭ ଅଟକ

ଭୁବନେଶ୍ବର: ଖଟି, ମଦୁଆ ଓ ଅସାମାଜିକଙ୍କ ଉପରେ ପୁଲିସର ନଜର। ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିସନରେଟ ପୁଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ

Read more