ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ , ୨୮ ଦିନ ପରେ ବାହାରିଲା ନୀଳାଚଳ ଅବଢ଼ା

ବାହାରିଲା ନୀଳାଚଳ ଅବଢ଼ା। ଦୀର୍ଘ ୨୮ ଦିନ ପରେ ଶ୍ରୀମନ୍ଦିରରେ ବାହାରିଲା ନୀଳାଚଳ ଅବଢ଼ା। ନୀଳାଚଳ ଅବଢା ପାଇବାକୁ ଭକ୍ତଙ୍କ ଭିତରେ ପ୍ରବଳ ଭିଡ଼। ରଥଯାତ୍ରାରେ ମହାପ୍ରଭୁ

Read more