ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି: ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ତିନି ଠାକୁର

ନୀଳଗିରି ୧୦/୦୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ବାହୁଡାଯାତ୍ରାରେ ଜନସମୁଦ୍ର ହୋଇଥିଲା। ଜନ୍ମବେଦୀରେ ଚତୁର୍ଦ୍ଧାମୁରତି ୯ ଦିନ ରହିବା ପରେ ଭକ୍ତଙ୍କୁ ଦଶ ଅବତାରରେ ଦର୍ଶନ ଦେଇଥିଲେ ମହାପ୍ରଭୁ।

Read more