ବୟସର ଅପରାହ୍ନରେ ନିର୍ବାଚନ ଲଢିବାର ଇଚ୍ଛା, ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ୭୦ବର୍ଷ ବୟସ୍କା ମହିଳା

କଣ୍ଟାବାଞ୍ଜି ୧୧।୨: ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ଗାଁ ଗହଳିରେ ଦେଖିବାକୁ ମିଳୁଛି ନିର୍ବାଚନ ତାତି । ସରପଞ୍ଚଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ

Read more