ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ’ ଶେଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଚାଲିଥିବା ତିନିଦିନିଆ ‘ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ’ ଉଦ୍‌ଯାପିତ ହୋଇଛି। ଏଥିରେ ରାଉରକେଲା ଏନ୍‌ଆଇଟି ଉତ୍କୃଷ୍ଟ ପ୍ରଦର୍ଶନ କରିଛି।

Read more