ଗଛ ଭାଙ୍ଗି ମୁଣ୍ଡରେ ପଡ଼ିଲା, ଏନ୍‌ଆଇଟି ଛାତ୍ର ଗୁରୁତର

ରାଉରକେଲା: ରାସ୍ତା କଡ଼ରେ ଥିବା ଗଛ ଡାଳ ପଡ଼ିବାରୁ ଜଣେ ଏନ୍‌ଆଇଟି ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ହେଉଛନ୍ତି ସେକ୍ଟର-୬, ଏଚ୍‌’ ବ୍ଲକର ପ୍ରଦ୍ୟୁମ୍ନ ବେହେରା(୨୨)।

Read more