ସରକାର ଗଢିବାକୁ ମିଳି ସାରିଛି ଜନାଦେଶ: ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ ଆଜି

ନୂଆଦିଲ୍ଳୀ: ସରକାର ଗଢିବାକୁ ମିଳି ସାରିଛି ଜନାଦେଶ । ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି ।

Read more