ନୀତୀଶ ହାତଯୋଡ଼ି ଇଞ୍ଜିନିୟରଙ୍କୁ କହିଲେ, ଯଦି କହିବେ ଆପଣଙ୍କର ଗୋଡ଼ ଧରିବି…

ପାଟନା: ବିହାର ସିଏମ ନୀତୀଶ କୁମାରଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ଭିଡିଓରେ ନୀତୀଶ କୁମାର ଜଣେ ଇଞ୍ଜିନିୟରଙ୍କୁ ହାତଯୋଡ଼ି କହୁଛନ୍ତି

Read more