ବେଲାଋଷ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଓସଲୋ ୭।୧୦: ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ୨୦୨୨ ବର୍ଷ ନିମନ୍ତେ ନୋବେଲ କମିଟି ବେଲାଋଷ ମାନବାଧିକାର ଅଧିବକ୍ତା ଏଲେସ୍ ବିୟାଲିୟାତ୍ସ୍କିଙ୍କ ସହ ଋଷିଆ ମାନବାଧିକାର ସଙ୍ଗଠନ

Read more