ନ୍ୟୁଜିଲାଣ୍ଡରେ ବିଶ୍ୱର ପ୍ରଥମ ଐତିହାସିକ ଆଇନ । ଯୁବପୀଢ଼ିଙ୍କୁ ଆଜୀବନ ସିଗାରେଟ୍ ଟାଣିବା ମନା

ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଯୁବପୀଢି ସିଗାରେଟ ବ୍ୟବହାର କଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି

Read more