ଆଦାନୀ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ : କହିଲେ, ମାମଲାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ

ଆଦାନୀ ଗ୍ରୁପ ପ୍ରସଙ୍ଗରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରେ ବିଜେପିର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଅମିତ ଶାହା

Read more