ଅବସରପ୍ରାପ୍ତ ଶିକ୍ଷକ ନରସିଂହଙ୍କ ପରଲୋକ

ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଂଚାୟତ ଖାରିବାହାଲ ଗାଁର ଗଉନ୍ତିଆ ତଥା ଅବସରପ୍ରାପ୍ତ ଶିକ୍ଷକ ନରସିଂହ ମାଝୀ (84)ଙ୍କ ବୟସରେ ପରଲୋକ ଘଟିଛି l

Read more