ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷାଫଳ: ଟପ୍ ଟେନରେ ୫ ପୁଅ-୫ ଝିଅ

ଭୁବନେଶ୍ୱର: ଆଜି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି

Read more