ଭୁବନେଶ୍ୱରରେ ଦିଲ୍ଲୀ ନିୟମ: ଲାଗୁହେଲା ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର, ୨୧/୦୩: ଶନିବାର ଠାରୁ ଭୁବନେଶ୍ୱରରେ ବସ, ଟ୍ୟାକ୍ସି, ଅଟୋ ପାଇଁ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ତେବେ କାଲି ସହରରେ ଅଯୁଗ୍ମ ନମ୍ୱର ଗାଡ଼ି ଗଡ଼ିବ।

Read more