ଓଡ଼ିଆ ନାମଫଳକ ବାଧ୍ୟତାମୂଳକ, ୧୫ଦିନ ମଧ୍ୟରେ ନ ଲାଗିଲେ ଜରିମାନା ଆଦାୟ କରିବ ପ୍ରଶାସନ

ଜୟପୁର: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ହୋଟେଲ ଆଦିରେ ଓଡ଼ିଆ ନାମ ଫଳକ (ସାଇନ୍ ବୋର୍ଡ) ଲଗାଇବା ବାଧ୍ୟତାମୂଳକ। ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ବୈଠକ

Read more