କର୍ତ୍ତବ୍ୟପଥ ପରେଡ୍‌ରେ ଚମକିଲେ ଓଡ଼ିଆ ମହିଳା: ସୌନ୍ଦର୍ଯ୍ୟ ବୃଦ୍ଧିକଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଦିଲ୍ଲୀର କର୍ତ୍ତବ୍ୟପଥରେ ଶୁକ୍ରବାର ଅନୁଷ୍ଠିତ ୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଆ ମହିଳାମାନେ ଛାଇ ରହିଥିଲେ। ପ୍ରଥମଥର ପାଇଁ ପରେଡ୍‌ରେ ଭାଗ ନେଇଥିବା ସିଆଇଏସ୍‌ଏଫ୍‌ର ୧୪୮

Read more