ହକର୍ ପାଇବେ ଆର୍ଥିକ ସହାୟତା; ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖବରକାଗଜ ହକର୍ ପାଇବେ ସ୍ୱତନ୍ତ୍ର ଆର୍ଥିକ ସହାୟତା । ଆଜି ହକର୍‌ ମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଭୁବନେଶ୍ୱର

Read more