ସେପ୍ଟେମ୍ବର ପହିଲାରୁ ବିଧାନସଭା ମୌସୁମି ଅଧିବେଶନ

ଭୁବନେଶ୍ଵର ୧୬।୦୮: କରୋନା କାଳରେ ବିଧାନସଭା ମୌସୁମି ଅଧିବେଶନ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Read more