ମାଆମାନେ ଚାହିଁଲେ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ

ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡ଼ି । ପୁରୀ ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

Read more