ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ହେଲିକପ୍ଟର ଦାବି କଲା ଓଡ଼ିଶା

ଭୁବନେଶ୍ୱର: ନକ୍ସଲ ମୁକାବିଲା ଲାଗି ଓଡ଼ିଶା ମାଗିଲା ହେଲିକପ୍ଟର। ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ଏକ ସବୁଦିନିଆ ହେଲିକପ୍ଟର ଯୋଗାଇଦେବାକୁ ଦାବି କରିଛି ଓଡ଼ିଶା।

Read more