ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଓଡିଆ ସେନା ଆଶାୟୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ରିଜର୍ଭ ବାଟାଲିଅନରେ ଭର୍ତ୍ତି ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୬୬୩ ପଦବୀକୁ ମଞ୍ଜୁରୀ ମିଳିଛି ।

Read more