ରାଜ୍ୟ ଅତିରିକ୍ତ ବଜେଟରେ ୧୯ହଜାର ୮୩୩କୋଟିର ପାଣ୍ଠି ବରାଦ

ଭୁବନେଶ୍ୱର: ବିଧାନସଭରେ ଆଗତ ହେଲା ୨୦୨୧-୨୨ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଛନ୍ତି ବଜେଟ । ଚଳିତ ଅତିରିକ୍ତ

Read more