ଜାଲ୍‌ ଡାକ୍ତର ଠାବ କରିବାକୁ ଓଡିଶା ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ, ଚିହ୍ନଟ ହେବେ ନକଲି

ଜାଲିଆତି କରି ଡାକ୍ତରୀ ପେସାକୁ ଆସିଥିବା ଡାକ୍ତର ଧରା ହେବେ । ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର। ଆଉ ଯଦି ଧରାପଡିବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

Read more