ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ

ଭୁବନେଶ୍ୱର/ନୂଆଦିଲ୍ଲୀ ୦୩।୦୮:  ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେନୃତ୍ବରେ ୨୩ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଗସ୍ତ କରିଛନ୍ତି

Read more