ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ: ସରକାରୀ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ

କଟକ ୨୯।୭: ସାହିତ୍ୟ ଏକାଡେମୀ ବିବାଦରେ ସରକାରଙ୍କୁ ଝଟ୍‌କା ଲାଗିଛି । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ ।

Read more