ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ ମନୀଷା

ସ୍କ୍ଵାଡ୍ରନ ଲିଡର ମନୀଷା ପାଢ଼ୀ, ଓଡିଶାର ଜଣେ ମହିଳା ବାୟୁସେନା ଅଧିକାରୀ, ଭାରତୀୟ ସଶସ୍ତ୍ର ବାହିନୀରେ ଭାରତର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ ହୋଇଛନ୍ତି

Read more