ଡଂଗରିଆ ମହିଳାଙ୍କ ଟଙ୍କା ନେବା ଘଟଣା: ଖବର ପ୍ରକାଶ ପରେ ସକାଳୁ ଟିମିଙ୍କୁ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଶେଷରେ ଖବର ପ୍ରକାଶ ପାଇବା ପରେ ଟିମିଙ୍କଠାରୁ ଲାଞ୍ଚ ବାବଦରେ ନେଇଥିବା ଟଙ୍କା ଫେରାଇଛନ୍ତି ଓପିଲିପି କର୍ମଚାରୀ । ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା

Read more