ଲୋହିତ ସାଗରରେ ୨୫ଜଣ ଭାରତୀୟ ଥିବା ତୈଳ ଟ୍ୟାଙ୍କର୍‌ ଉପରେ ପଡ଼ିଲା ହାଉତୀ ଡ୍ରୋନ୍‌

କାଇରୋ: ଲୋହିତ ସାଗରରେ ୨୫ଜଣ ଭାରତୀୟ ଥିବା ଗୋଟାଏ ତୈଳବାହୀ ଜାହାଜ ଉପରେ ୟେମେନ୍‌ର ହାଉତୀ ବିଦ୍ରୋହୀମାନେ ନିକ୍ଷେପ କରିଥିବା ଡ୍ରୋନ୍‌ ପଡ଼ିଥିବା କଥା ଶନିବାର ଦିନ

Read more