ସ୍ବେଚ୍ଛାସେବୀଙ୍କ ସହଯୋଗରେ ଅସହାୟ ବୃଦ୍ଧାଙ୍କୁ ଫେରିପାଇଲେ ପରିବାର

ଜୟପୁର: ଜଣେ ଅସହାୟ, ସ୍ମରଣଶକ୍ତି ହରାଇଥିବା ୬୫ବର୍ଷିୟ ବୃଦ୍ଧାଙ୍କୁ ସୂର୍ଯ୍ୟମହଲରୁ ଉଦ୍ଧାର କରି ଟାଉନ୍ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ ସ୍ବେଚ୍ଛାସେବୀ ସିଦ୍ଧାର୍ଥ ପାତ୍ର, କାଳୀଚରଣ ଦେବଶର୍ମା,

Read more