ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ, ଚାରି ଗୁରୁତର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ । ଅନ୍ୟ ଚାରି ଗୁରୁତର

Read more