ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲି ଚାକିରି ଦେବା ନାମରେ ଠକେଇ; ବର୍ଷେ ପରେ ସହଯୋଗୀ ଗିରଫ

ରାୟଗଡା: ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲି ବେକାରୀ ଯୁବକଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଂକା ଠକି ନେଇଥିବା ଜିଲ୍ଲାର ଗୁଡାରୀ ଥାନାରେ ଅଭିଯୋଗ ପରେ ସହଯୋଗୀ ଗିରଫ ହୋଇଛି।

Read more