ଭୁବନେଶ୍ବରରେ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ

କୋଭିଡ କଟକଣାରେ ଆଜିଠୁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିଛି । କୋଭିଡ କଟକଣାରେ ଦର୍ଶନ କରିଛନ୍ତି

Read more