ଆଜି ରାତିରେ ଇସ୍ରାଏଲ୍‌ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣ କରିବ ପ୍ରଥମ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ‌ଲାଗିଥିବା ବେଳେ ଇସ୍ରାଏଲ୍‌ରେ ଆତଙ୍କିତ ଅବସ୍ଥାରେ ଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ଅଜୟ’ରେ ଆଜି ରାତିରେ ତେଲ୍‌

Read more