୨୦୨୪ ପାଇଁ ରଣନୀତି ଉପରେ ହେବ ଆଲୋଚନା, ଆଜି ଯୋଗଦେବେ ଶରଦ ପାୱାର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ସୋମବାର ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଉକ୍ତ ବୈଠକରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଦ୍ବିତୀୟ

Read more