ବିଜେପିରେ ଯୋଗଦେଲେ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜୀତ ଗଙ୍ଗୋପାଧ୍ୟାୟ

ବିଜେପିରେ ଯୋଗ ଦେଇଛନ୍ତି କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜୀତ ଗଙ୍ଗୋପାଧ୍ୟାୟ । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ସୁବେନ୍ଦୁ

Read more