ରାଜ୍ୟରେ ୧୩୧ ଶୀତଳଭଣ୍ଡାର ମଧ୍ୟରୁ ୯୮ ଅଚଳ ଓ ୩୩ ସଚଳ : କୃଷି ମନ୍ତ୍ରୀ

ଭୁବନେଶ୍ବର ୨୭।୭: ରାଜ୍ୟରେ ମୋଟ୍ ୧୩୧ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି

Read more