ଆଫ୍ରିକା ମଲାୱିରେ ଝଡ ‘ଫ୍ରେଡି’ର ତାଣ୍ଡବ, ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ଆଫ୍ରିକାର ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି । ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି ।

Read more