ଅସ୍ତରଙ୍ଗ ଓ କାକଟପୁର: ଧାର୍ଯ୍ୟ ତାରିଖ ଗଡିଗଲା ପରେ ବି ଖୋଲିପାରୁନି ମଣ୍ଡି, ଗାଁ ଗାଁରେ ମାତିଛନ୍ତି ଦଲାଲ

ଖୋଲୁନି ଧାନ ମଣ୍ଡି । କ୍ଷତିର ପଡିଛନ୍ତି ଚାଷୀ । କମ୍ ଦରରେ ଧାନ ବିକି ଅଭାବୀ ବ୍ରିକିର ଶିକାର ହେଉଛନ୍ତି ଅସ୍ତରଙ୍ଗ ଓ କାକଟପୁରର ଚାଷୀ

Read more