ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତର ଗୁଇନ୍ଦା ଏଜେନ୍‌ସିକୁ ଦାୟୀ କଲା ପାକିସ୍ତାନ

କ୍ବେଟ୍ଟା: ଶୁକ୍ରବାର ଦିନ ପାକିସ୍ତାନରେ ଘଟିଥିବା ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ଭାରତର ଗୁଇନ୍ଦା ଏଜେନ୍‌ସିମାନେ ସମ୍ପୃକ୍ତ ବୋଲି ଶନିବାର ଦିନ ପାକିସ୍ତାନ ଅଭିଯୋଗ କରିଛି।

Read more