ଭାରତଠାରୁ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ

ଇସ୍‌ଲାମାବାଦ,୧୨/୧୦: ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିଛି । ଏହାଯୋଗୁ ଦେଶରେ ସ୍ୱାସ୍ଥ୍ୟ ସଂକଟ ଦେଖାଦେଇଛି । ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ଏହା ୬୦ ଲକ୍ଷରୁ

Read more