ନିର୍ବାଚନ ପୂର୍ବରୁ ପାକିସ୍ତାନ ଜଳୁଛି : ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ପୋଲିସ ନିହତ, ୬ ଜଣ ଆହତ

ଆତଙ୍କବାଦୀମାନେ ସୋମବାର ସକାଳେ ଏହି ଘଟଣା ଘଟାଇଛନ୍ତି । ପ୍ରଥମେ ଅଜ୍ଞାତ ଆତଙ୍କବାଦୀମାନେ ସ୍ନାଇପର ଗୁଳି ଚଳାଇ ପରେ ଚୌଧବନ ପୋଲିସ ଷ୍ଟେସନରେ ପ୍ରବେଶ କରିଥିଲେ ।

Read more