ଜାଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିସ୍ଫୋରଣ; ୨ ଯାତ୍ରୀ ମୃତ, ୩ ଆହତ

ପାକିସ୍ତାନର ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିସ୍ଫୋରଣ ଘଟିଛି। ପାକ୍‌ର ଏଆର୍‌ଓ୍ଵାଇ ନ୍ୟୁଜ୍‌ ମୁତାବକ, କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ୍‌ରେ ବିସ୍ଫୋରଣ ଫଳରେ ୨ ଯାତ୍ରୀଙ୍କର ଘଟଣାସ୍ଥଳରେ

Read more