ପାକିସ୍ତାନ କ୍ରିକେଟ ବନ୍ଦ ହୋଇଯିବା ଉଚିତ: ପାକିସ୍ତାନୀ ବିଶେଷଜ୍ଞ

ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟରମାନେ ଟି -୨୦ ମ୍ୟାଚ୍ ଖେଳୁଛନ୍ତି। ଇତିମଧ୍ୟରେ ପାକିସ୍ତାନ ଟିମକୁ ଆୟର୍ଲାଣ୍ଡ ଠାରୁ ଆରମ୍ଭ କରି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡଠୁ ପରାସ୍ତ ହେବାକୁ ପଡ଼ିଛି।

Read more