ପଞ୍ଜାବ କ୍ୟାବିନେଟ୍ ବିସ୍ତାର: ଶପଥ ନେଲେ ଚନ୍ନୀଙ୍କ ୧୫ ମନ୍ତ୍ରୀ, ୭ ନୂତନ ଚେହେରା ସାମିଲ୍

ଚଣ୍ଡିଗଡ ୨୬।୦୯: ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ଏଥିରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ

Read more