ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ

ୱାଶିଂଟନ,୦୪/୧୨: ପୃଥିବୀ ପୃଷ୍ଠକୁ ମାଡିଆସୁଛି ଆଉ ଏକ ଗ୍ରହାଣୁ । ଯାହାର ନାମ ନାସା ବୈଜ୍ଞାନିକମାନେ ରଖିଛନ୍ତି ଆଷ୍ଟରଏଡ୍‌ ୨୦୧୮-ଏଏଚ୍‌ । ଏହାର ଲମ୍ବ ୧୯୦ ମିଟର

Read more