ପାର୍ବଣରେ କଟକଣା ଢିଲା ଦେଲେ ବିପଦକୁ ବରଣ କରିବେ’, ସତର୍କ କଲେ ଡିଏମଇଟି

ଭୁବନେଶ୍ବର ୮।୧୦: କରୋନା କଟକଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ପାର୍ବଣକୁ ଦେଖି  କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା

Read more