ବିନା ପଞ୍ଜୀକରଣରେ ମାଳମାଳ ପାଥୋଲ୍ୟାବ୍‌

କଟକ : ବିନା ସ୍ବୀକୃତି ଓ ପଂଜୀକରଣରେ ଚାଲିଛି ରାଜ୍ୟରେ ମାଳମାଳ ପାଥୋଲାବ୍‌। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକରୁ ଆସିଥିବା ତଥ୍ୟ ଏହାର ପ୍ରମାଣ ଦେଉଛି।

Read more