ବିହାର ସରକାରଙ୍କୁ ହାଇକୋର୍ଟଙ୍କ ଝଟକା, ଜାତିଗତ ଜନଗଣନା ଉପରେ ଲଗାଇଲେ ରୋକ

ବିହାରରେ ଚାଲିଥିବା ଜାତିଗତ ଜନଗଣାନା ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ନୀତିଶ କୁମାରଙ୍କ ସରକାର ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି

Read more